This browser does not support the video element.
ଅନୁଗୋଳ: ଗୋପୀନାଥପୁର ଗ୍ରାମ ନିକଟରେ ହାତୀ ନଷ୍ଟ କଲେ ଧାନ ଫସଲ
Anugul, Angul | Oct 10, 2025
ଅନୁଗୋଳ ଜିଲ୍ଲା ଗୋପୀନାଥପୁର ଗ୍ରାମରେ ହାତୀ ପଲ ଧାନ ଫସଲ ନଷ୍ଟ କରୁଛନ୍ତି। ଯାହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଚିନ୍ତାରେ ଅଛନ୍ତି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଜଗି ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ହାତୀ ପଲ ଚାଷ ଜମି ଭିତରେ ଥିବା ଜଣା ପଡ଼ିଛି। ଦୀର୍ଘ ଦିନ ହେବ ଏହି ଅଞ୍ଚଳରେ ହାତୀ ଥିବା ଯୋଗୁଁ ଲୋକମାନେ ବାହାରକୁ ବାହାରି ପାରୁ ନାହାଁନ୍ତି।