Download Now Banner

This browser does not support the video element.

ସୁନ୍ଦରଗଡ ସହର: ତଳସରା ଥାନା ଅନ୍ତର୍ଗତ ତିଲିଆ ଗ୍ରାମ ସ୍ଥିତ ମାଟିମଖା ଜଙ୍ଗଲ ନିକଟ ଏକ ଆମ୍ବ ଗଛ ମୂଳରୁ ଜଣେ ବୃଦ୍ଧ ବ୍ୟକ୍ତି ମୃତ ଦେହ ଉଦ୍ଧାର

Sundargarh Town, Sundargarh | Sep 5, 2025
ସୁନ୍ଦରଗଡ ଶୁକ୍ରବାର ଅପରାହ୍ନ ଚାରିଟା ସମୟର ସୂଚନା ଅନୁଯାୟୀ ତଳସରା ଥାନା ଅନ୍ତର୍ଗତ ତିଲିଆ ଗ୍ରାମ ସ୍ଥିତ ମାଟିମଖା ଜଙ୍ଗଲ ନିକଟ ଏକ ଆମ୍ବ ଗଛ ମୂଳରୁ ଜଣେ ବ୍ୟକ୍ତି ମୃତ ଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି
Read More News
T & CPrivacy PolicyContact Us