This browser does not support the video element.
ନୟାଗଡ: ହରିହର ପୁର ଗ୍ରାମରେ ଗଣ୍ଡଗୋଳ, ଜଣେ ମେଡିକାଲ୍ ରେ ଭର୍ତ୍ତି, ମେଡିକାଲ୍ ପରିସରରେ ପ୍ରତିକ୍ରିୟା ରଖିଲେ ପୀଡ଼ିତା
Nayagarh, Nayagarh | Aug 28, 2025
ହରିହର ପୁର ଗ୍ରାମରେ ଗଣ୍ଡଗୋଳ, ଜଣେ ମେଡିକାଲ୍ ରେ ଭର୍ତ୍ତି। ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ହରିହର ପୁର ଗ୍ରାମରେ କୌଣସି କାରଣରୁ ପୂର୍ବ ଶତ୍ରୁତା କୁ ନେଇ ନେଇ ଦୟାନିଧି ମହାରଣା ଙ୍କ ଘରେ କିଛି ଲୋକ ପଶି ତାନକ ପାରିବାର କୁ ଆକ୍ରମଣ କରିଥିଲେ । ତେବେ ଏ ନେଇ ପାରିବାର ର ନିମତା ମହାରଣା ଗୁରୁତର ଭାବେ ଆହତ ହୋଇଥିଲେ ,ତେବେ ତାଙ୍କୁ କିଛି ଲୋକ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ , ତେବେ ଏ ନେଇ ମେଡିକାଲ୍ ପରିସରରେ ପ୍ରତିକ୍ରିୟା ରଖିଛନ୍ତି ନମିତା ମହାରଣା।