Download Now Banner

This browser does not support the video element.

ତଲସରା: କୁତ୍ରା କଲ୍ୟାଣ ମଣ୍ଡପ ଠାରେ ବରିଷ୍ଠ ନାଗରିକ ଓ ବିକଳାଙ୍ଗ ପରୀକ୍ଷଣ ଶିବିର ଅନୁଷ୍ଠିତ

Talasara, Sundargarh | Aug 30, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକର କଲ୍ୟାଣ ମଣ୍ଡପ ଠାରେ ଆଜି ଜିଲ୍ଲା ପ୍ରଶାସନ ଓ ଏନଟିପିସି ପାରିପାର୍ଶ୍ବିକ ଉନ୍ନୟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ଓ ବିକଳାଙ୍ଗ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିର ରେ କୁତ୍ରା ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତର ବରିଷ୍ଠ ନାଗରିକ ଓ ବିକଳାଙ୍ଗ ମାନେ ଅଂଶଗ୍ରହଣ କରିଥିଲେ।
Read More News
T & CPrivacy PolicyContact Us