This browser does not support the video element.
ତଲସରା: ମହପଡା ସ୍ଥିତ ପଞ୍ଜାବୀ ପଡାରେ ଅନୁଷ୍ଠିତ ତ୍ରୀଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଯୋଗ ଦେଲେ ଜିଲ୍ଲା ପରିଷଦ ସଭ୍ୟ
Talasara, Sundargarh | Sep 25, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଫୁଲବାରୀ ଗ୍ରାମ ପଞ୍ଚାୟତର ମହପଡା ସ୍ଥିତ ପଞ୍ଜାବୀ ପଡାରେ ଅନୁଷ୍ଠିତ ତ୍ରୀଦିବସୀୟ ଫୁଟବଲ ପ୍ରତିଯୋଗିତା ଆଜି ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଛି। ଏହି ଉଦଯାପନୀ ଉତ୍ସବ ରେ ଜିଲ୍ଲା ପରିଷଦ ସଭ୍ୟ ଅମୀୟ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି ଚମ୍ପିୟାନ ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବ ବଡ଼ଗାଁ ବ୍ଳକ ସରପଞ୍ଚ ସଂଘର ସଭାପତି ଯୋଗେନ୍ଦ୍ର କିଷାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।