Install App
ganesh35991
This browser does not support the video element.
ହିଞ୍ଜିଳି: ହିଞ୍ଜିଳି କାଟୁ ଥାନା ସମ୍ମୁଖରେ ମୃତ କଙ୍କ ପରିବାର.ଘରୁ ଡାକି ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି, ତୁରନ୍ତ ଦୋଷୀକୁ ଧରିବାକୁ ଦାବୀ
Hinjili, Ganjam | Sep 27, 2025
ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ଥାନା ଅନ୍ତର୍ଗତ ଖରିଡା ଗ୍ରାମରେ ଜଣେ ଶ୍ରମିକ ଙ୍କୁ ଘରୁ ଡ଼ାକିନେଇ ହତ୍ୟା କରାଯିବା ନେଇ ଅଭିଯୋଗ ଆଣିଛନ୍ତି ପରବାର ଲୋକେ. ଗତ ବୁଧୁବାର ଦିନ ଘରୁ ଯାଇଥିବା ବେଳେ ଆଉ ଫେରି ନଥିଲେ ପୁଅ ଯାହାରୀ ଫଳରେ ପରିବାର ଲୋକେ ହିଞ୍ଜିଳି ଥାନରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ.
Share
Read More News
T & C
Privacy Policy
Contact Us
Your browser does not support JavaScript!