Download Now Banner

This browser does not support the video element.

ତଲସରା: ବେହେରାଡ଼ିହୀ ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ଗାଇ ଚଳାଇବାକୁ ଯାଇଥିବା ବୃଦ୍ଧଙ୍କୁ ଦଳି ଦେଲା ଦନ୍ତାହାତୀ

Talasara, Sundargarh | Sep 10, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଶଙ୍କରା ବ୍ଳକ ତଥା କିଞ୍ଜିରକେଲା ଥାନା ଅନ୍ତର୍ଗତ ବେହେରାଡିହୀ ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ଆଜି ସଂଧ୍ୟାରେ ଗାଇ ଚଳାଇବାକୁ ଯାଇଥିବା ବୃଷଭ ଗଞ୍ଜୁ (୬୫) ଙ୍କୁ ବଣୁଆ ଦନ୍ତାହାତୀ ଦଳି ଦେଇଛି।ଯାହା ଫଳରେ ଗଞ୍ଜୁ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।କିଞ୍ଜିରକେଲା ପୋଲିସ ମୃତ ଦେହ ଉଦ୍ଧାର କରି ସୁନ୍ଦରଗଡ଼ ଡାକ୍ତରଖାନା ମର୍ଗ ହାଉସରେ ରଖିଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।
Read More News
T & CPrivacy PolicyContact Us