Download Now Banner

This browser does not support the video element.

ଗୋପାଳପୁର: ସବୁ ସମୟରେ ଖୋଲୁନି ଗୋପାଳପୁର ପ୍ରାଥମିକ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର, ଅସନ୍ତୋଷ ବୃଦ୍ଧି ପାଉଛି #Jansamasya

Gopalpur, Ganjam | Aug 26, 2025
ଗୋପାଳପୁର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ । ଦୂର ଦୁରାନ୍ତରୁ ପର୍ଯ୍ୟଟକ ମାନେ ଆସୁଛନ୍ତି, ତେବେ ସବୁ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ରହୁ ନଥିବା ଅଭିଯୋଗ ହେଉଛି। ଦୁର୍ଘଟଣାରେ ଆହତ ହେଲେ କିମ୍ବା କୌଣସି ଜରୁରୀକାଳୀନ ପରିସ୍ଥିତିରେ ରୋଗୀ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ଡାକ୍ତର କିମ୍ବା କର୍ମଚାରୀ ମାନେ ସବୁ ସମୟରେ ରହୁ ନଥିବାରୁ ଚିକିତ୍ସା ସେବା ମିଳି ପାରୁନି ।ଏଭଳି ଅଭିଯୋଗ କରି ମଂଗଳବାର ଅପରାହ୍ନରେ ୪ ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।
Read More News
T & CPrivacy PolicyContact Us