Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକରେ ଚାଳିଛି ଐତିହାସିକ ବୁଢା ଗଣେଶ ସହ, ଟୋକା ଓ ପିଲା ଗଣେଶ ଙ୍କ ପୂଜା

Bhadrak Rural, Bhadrak | Aug 27, 2025
ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଗଣପତି ବାପା ଙ୍କ ପୂଜା ପାଇଁ ସାରା ଦେଶ ଉତ୍ସବ ମୁଖର ଥିବା ବେଳେ ବ୍ୟବସାୟିକ ସହର ଭଦ୍ରକର ପୁରୁଣା ବଜାରଠାରେ ଐତିହାସିକ ବୁଢା ଗଣେଶ,ଟୋକା ଗଣେଶ ପୂଜା ମହା ଆଡ଼ମ୍ବରରେ ଚାଳିଛି। ମୋଗଲ ସାମ୍ରାଜ୍ୟ ସମୟରେ ବୁଢାଗଣେଶ ଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ଟୋକା ଗଣେଶ 1970 ମସିହାରୁ ଚାଲିଆସିଛି,ଟୋକା ଗଣେଶ ଙ୍କ ବିଶେଷତ୍ଵ ହେଉଛି ପ୍ରଭୁଙ୍କ ଦେହରେ ଲାଗିଛି 85 କେଜି ର ଚାନ୍ଦୀ,ଚାନ୍ଦୀ ମେଢ଼ ରେ ଦର୍ଶନ ଦେଉଛନ୍ତି ବାବା ଟୋକା ଗଣେଶ, ସେହିପରି ପିଲା ଗଣେଶ 1993 ମସିହାରୁ ପୂଜା ପାଇଆସୁଛନ୍ତି, ଏହି ଖବର ଆଜି ସଂଧ୍ୟା 7 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us