This browser does not support the video element.
ଯାଜପୁର: ନନ୍ଦିପୁର ପଡିଆରେ ବିଜେପି ପକ୍ଷରୁ ମିଶ୍ରଣ ସଭା,ଯୋଗଦେଲେ ବିଜl ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
Jajapur, Jajpur | Sep 11, 2025
ନନ୍ଦିପୁର ପଡିଆରେ ବିଜେପି ପକ୍ଷରୁ ମିଶ୍ରଣ ସଭା,ଯୋଗଦେଲେ ବିଜl ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ l ଆଜି ବିଂଝାରପୁର ନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ମିଶ୍ରଣ ସଭାରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା,ବଡ଼ଚଣା ବିଧାୟକ ଅମର କୁମାର ନାୟକ, କୋରେଇ ବିଧାୟକ ଆକାଶ ଦାସନାୟକ ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଅତିଥିଭାବେ ଯୋଗଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ l