This browser does not support the video element.
ଅନୁଗୋଳ: ତୁବେ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍
Anugul, Angul | Sep 8, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଜରପଡା ଥାନାର ତୁବେ ଗ୍ରାମ ନିକଟରେ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଯାହା ଫଳରେ ଟ୍ରକରେ ଥିବା ଜିନିଷ ପତ୍ର ବ୍ୟାପକ କ୍ଷୟକ୍ଷତି ହୋଇଛି। ଟ୍ରକର ଆଗ କାଚ ଭାଙ୍ଗି ଯାଇଥିବା ବେଳେ ଆଗ ଅଂଶ ଭାଙ୍ଗି ଯାଇଥିବା ସୂଚନା ମିଳିଛି।