Download Now Banner

This browser does not support the video element.

ବୌଦ୍ଧ ସଦର: ଖୁଣ୍ଟବନ୍ଧ ପାକ୍ସ ଆଗରେ ୟୂରିଆ ସାର ପାଇଁ ଚାଷୀଙ୍କ ପ୍ରବଳ ଗହଳି, ଘଟଣା ସ୍ଥଳରେ ଉତ୍ତେଜନା

Baudh Sadar, Boudh (Bauda) | Sep 6, 2025
ଶନିବାର ଦିନ ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପାକ୍ସ ଆଗରେ ୟୂରିଆ ସାର ପାଇଁ ଚାଷୀ ମାନଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା l ସାର ପାଇଁ ସକାଳୁ ଆସି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ଚାଷୀ ମାନଙ୍କ ମଧ୍ୟରେ ଉତ୍ତେଜାନା ପ୍ରକାଶ ପାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଖୁଣ୍ଟବନ୍ଧ ପାକ୍ସ 3 ଗୋଟି ଗ୍ରାମ ପଞ୍ଚାୟତର ଚାଷୀ ବହୁଳ ଗ୍ରାମକୁ ନେଇ ଗଠିତ ହୋଇଥିବା ବେଳେ ମାର୍କଫେଡ ପକ୍ଷରୁ ଗତକାଲି ମାତ୍ର 315 ବସ୍ତା ୟୂରିଆ ସାର ବିକ୍ରୟ ପାଇଁ ଖୁଣ୍ଟବନ୍ଧ ପାକ୍ସକୁ ଆସିଥିବାରୁ ସାର ପାଇନଥିବା ଚାଷୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା l
Read More News
T & CPrivacy PolicyContact Us