Download Now Banner

This browser does not support the video element.

କେନ୍ଦୁଝର ସହର: ସିଦ୍ଧିବିନାୟକ ପୂଜା କମିଟି ମୁକୁନ୍ଦପୁରପାଟଣା, ଘଟଗାଁ ଠାରେ ଉପସ୍ଥିତ ହୋଇ ଅଗ୍ରପୂଜ୍ୟ ଗଣେଶଙ୍କପୂଜା ମଣ୍ଡପ ପରିଦର୍ଶନ କଲେ ସାଂସଦ

Kendujhar Town, Kendujhar | Aug 27, 2025
ପବିତ୍ର ଗଣେଶ ପୂଜା ଅବସରରେ ଆଜି ସିଦ୍ଧିବିନାୟକ ପୂଜା କମିଟି, ମୁକୁନ୍ଦପୁରପାଟଣା, ଘଟଗାଁ ଠାରେ ଉପସ୍ଥିତ ହୋଇ ଅଗ୍ରପୂଜ୍ୟ ଗଜାନନଙ୍କ କୃପା ଲାଭ କରିଛନ୍ତି ସାଂସଦ l ବିଭିନ୍ନ ସ୍ଥାନରେ ବହୁ ଧୁମଧାମରେ ପାଳିତ ହେଉଛି l
Read More News
T & CPrivacy PolicyContact Us