Download Now Banner

This browser does not support the video element.

ପାଟଣାଗଡ: ଭଇଷା ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

Patnagarh, Balangir | Oct 2, 2025
ବିଜେଡି ପକ୍ଷରୁ ଅକ୍ଟୋବର ଦୁଇ ତାରିଖ ରୁ ଆରମ୍ଭ ହୋଇଛି ଜନ ସମ୍ପର୍କ ପଦଯାତ୍ରା ।ଏହି ପରିପ୍ରେକ୍ଷୀରେ ପାଟଣାଗଡ଼ ବିଜେଡି ପକ୍ଷରୁ ଭଇଷା ଗ୍ରାମ ରୁ ହୋଇଛି ଏଥିପାଇଁ ଗୁରୁବାର ମଧ୍ୟାହ୍ନରେ ଗ୍ରାମର ହନୁମାନ ମନ୍ଦିର ନିକଟରୁ ଏକ ରେଲି ବାହାରି ଗ୍ରାମ ପରିକ୍ରମା କରି ଥିଲେ ।ଏଥିରେ ପୂର୍ବ ତନ ବିଧାୟକ ଶ୍ରୀ ସରୋଜ ମେହେର ଯୋଗ ଦେଇଥିଲେ ।
Read More News
T & CPrivacy PolicyContact Us