Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଆଜି ଅଇଁଠାପାଲି ଥାନାରେ ଗଣେଷ ପୂଜାକୁ ନେଇ ଏକ ବୈଠକ ଅନୁଷ୍ଠିତ

Sambalpur M, Sambalpur | Aug 24, 2025
ଆଜି ଅଇଁଠାପାଲି ଥାନାରେ ଗଣେଷ ପୂଜାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ମିଳିଥିବା ସୂଚନା ଅନୁସାରେ ପବିତ୍ର ଗଣେଷ ପୂଜା କୁ କିପରି ଶାନ୍ତି ଶୃଙ୍ଖଳା ସହ ପାଳନ କରାଯାଇ ପାରିବ ସେନେଇ ଅଇଁଠାପାଲି ଅଞ୍ଚଳରେ ହେଉଥିବା ଗଣେଷ ପୂଜା କମିଟି ର କର୍ମକର୍ତା ମାନଙ୍କ ସହ ଆଲୋଚନା ହୋଇଥିଲା l ପୂଜା ସମୟରେ କାହାରି ଠାରୁ ଯୋର ଜବରଦସ୍ତ ଚାନ୍ଦା, ଭିଡ଼ ନିୟତ୍ରଣ ପାଈଁ ଅଧିକ ଭଳିଣ୍ଟିୟର ରଖିବା ସହ ଅତ୍ୟଧିକ ସାଉଣ୍ଡ ରେ ମାଇକ ନବଜାଇବା ପାଈଁ ଥାନାରେ ଆଲୋଚନା ହୋଇଥିଲା l
Read More News
T & CPrivacy PolicyContact Us