Download Now Banner

This browser does not support the video element.

ଛତ୍ରପୁର: ଗଣେଶ ଭସାଣ ବେଳେ ଫୁଲଟା ଗାଁରେ ଡିଜେ-ଡିଜେ ଧକ୍କା ଲଗାଇ ପ୍ରତିଯୋଗିତା, ଭିଡ଼ିଓ ଭାଇରାଲ ପରେ ନିଜ ଆଡୁ ତଦନ୍ତ କରୁଛି ପୋଲିସ

Chhatrapur, Ganjam | Sep 7, 2025
ଛାତି ଥରାଇଲା ଡିଜେ ଲଢେଇ, ଡିଜେ-ଡିଜେ ଧକ୍କା ଲଗାଇ ପ୍ରତିଯୋଗିତା ଏଠି ଯେଉଁଭଳି ଆତଙ୍କର ବାତାବରଣ ସୃଷ୍ଟି କରାଗଲା ଟିକିଏ ଅସାବଧାନତା ପାଇଁ ଜୀବନ ଯିବାର ଭୟ ବି ରହିଥିଲା। ଗତକାଲି ବ୍ରହ୍ମପୁର ନିମଖଣ୍ଡି ଥାନା ଫୁଲଟା ଗାଁର ଏଭଳି ଘଟଣାର ଏବେ ଭିଡିଓ ଭାଇରାଲ ହେବା ପରେ ପୋଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି। ରବିବାର ଅପରାହ୍ନରେ ବ୍ରହ୍ମପୁର ଏସପି କହିଛନ୍ତି, ଭସାଣି ପାଇଁ କୌଣସି ଅନୁମତି ନିଆଯାଇ ନାହିଁ। ତଦନ୍ତ କରାଯାଇ ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।
Read More News
T & CPrivacy PolicyContact Us