This browser does not support the video element.
ନୟାଗଡ: ଚାନ୍ଦପୁର ଅଞ୍ଚଳରେ ବେଆଇନ୍ ମାଙ୍କଡ଼ା ପଥର ଖଣିରେ ପୋଲିସ ର ଚଢ଼ାଉ, ଜଣେ ଗିରଫ ସୂଚନା
Nayagarh, Nayagarh | Aug 30, 2025
ବେଆଇନ୍ ମାଙ୍କଡ଼ା ପଥର ଖଣିରେ ପୋଲିସ ର ଚଢ଼ାଉ, ଜଣେ ଗିରଫ ସୂଚନା। ସୂଚନା ମୁତାବକ ଆଜି ଅପରାହ୍ନ 1 ଘଟିକା ସମୟରେ ଚାନ୍ଦପୁର ଅଞ୍ଚଲର ଏକ ବେଆଇନ ମାଙ୍କଡ଼ା ପଥର ଖଣିରେ ପୋଲିସ ଚଢ଼ାଉ କରିଥିଲା ,ସେଠାରୁ ଜଣଙ୍କୁ ଗିରଫ କରିଛି। ତତ୍ ସହିତ ଗୋଟିଏ ଜେଶିବି, ଦୁଇଟି ଟ୍ଟ୍ରକ୍ଟ୍ରର ଜବତ୍ କରିଛି ପୋଲିସ। ଏ ନେଇ ଅଧିକ ତଦନ୍ତ ଚାଲିଥିବା ସୂଚନା ମଧ୍ୟ ମିଳିଛି।