Download Now Banner

This browser does not support the video element.

ତମାଣ୍ଡୋ: ତମାଣ୍ଡୋ ଅଞ୍ଚଳରୁ ଜଣେ କୁଖ୍ୟାତ ମୋବାଇଲ ଲୁଟେରା ଗିରଫ, ଦୁଇଟି ମୋବାଇଲ ଜବତ କଲା ପୋଲିସ

Tamando, Khordha | Apr 5, 2025
ତମାଣ୍ଡୋ ଅଞ୍ଚଳରୁ ଜଣେ କୁଖ୍ୟାତ ମୋବାଇଲ ଲୁଟେରା ଗିରଫ, ଦୁଇଟି ମୋବାଇଲ ଜବତ କଲା ପୋଲିସ | ଆଜି 4.34ରେ ତମାଣ୍ଡୋ ଅଞ୍ଚଳରୁ ଜଣେ କୁଖ୍ୟାତ ମୋବାଇଲ ଲୁଟେରା ଙ୍କୁ ଗିରଫ କଲା ପୋଲିସ | ତା ନିକଟରୁ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ | ଗିରଫ ଅଭିଯୁକ୍ତ ଙ୍କ ନାଁ ହେଉଛି ଆକାଶ ରାଉତରାୟ | ଆକାଶ ନାଁରେ କମିସନରେଟ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା କଥା ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ |
Read More News
T & CPrivacy PolicyContact Us