Download Now Banner

This browser does not support the video element.

ଅନୁଗୋଳ: ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୫୦ ବୁଲେଟ ଜବତ; ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଫାଇନ

Anugul, Angul | Aug 25, 2025
ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ରବିବାର ଦିନ ବିକଟାଳ ଶବ୍ଦ କରି ବୁଲେଟ ଗାଡି ଚଳାଉ ଥିବାରୁ ପୋଲିସ ୫୦ ବୁଲେଟ ଗାଡିକୁ ଜବତ କରିବା ସହ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଫାଇନ ଆଦାୟ କରିଛି। ଏନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ସୋମବାର ଦିନ ଦୁଇଟା ବେଳେ ସୂଚନା ମିଳିଛି।1. Angul PS - 17, 2. Talcher PS-12,3. Bantala PS-3 4. Banarpal PS-2, 5. Chhendipada PS-2 6. Nalco PS-2 7. NTPC PS-2 8. Bikrampur PS-1, 9. Athamallik PS-1,10. Sadar PS-1
Read More News
T & CPrivacy PolicyContact Us