Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ବନ୍ଦ ହେଲା ହୀରାକୁଦ ର ସମସ୍ତ ସୁଇସ ଗେଟ

Sambalpur M, Sambalpur | Aug 28, 2025
ବନ୍ଦ ହେଲା ହୀରାକୁଦ ର ସମସ୍ତ ସୁଇସ ଗେଟ l ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାର ର ଜଲସ୍ତର 622.77 ଫୁଟ ରହିଛି l ରାତି 9ଟା ସୁଦ୍ଧା ପ୍ରତି ସେକେଣ୍ଡ ରେ ହୀରାକୁଦ ଜଲଭଣ୍ଡାର କୁ 1 ଲକ୍ଷ 1ହଜ଼ାର 353କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡ ରେ ଜଲଭଣ୍ଡାର ରୁ 35ହଜ଼ାର 73କ୍ୟୁସେକ ଜଳ ନିଷ୍କାସନ ହେଉଛି l
Read More News
T & CPrivacy PolicyContact Us