Download Now Banner

This browser does not support the video element.

ଢେଙ୍କାନାଳ ସଦର: ଜିଲ୍ଲା ପ୍ରଶାସନ ପକ୍ଷରୁ ସାର କଳାବଜାରୀ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ,୨ଦୋକାନର ଲାଇସେନ୍ସ ରଦ

Dhenkanal Sadar, Dhenkanal | Sep 2, 2025
ଢେଙ୍କାନାଳ ଜିଲ୍ଲାରେ ସାର କଳାବଜାରୀ ରୋକିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସାର ଦୋକାନରେ ଚଢାଉ କରାଯାଇଛି । ବେନିୟମ ଭାବେ ସାର ବିକ୍ରି କରୁଥିବା ୨ ଦୋକାନର ଲାଇସେନ୍ସ ରଦ୍ କରାଯାଇଛି । ଭୁବନ ଓଡିଶର ସତ୍ୟଜିତ୍ ପତି ଫଟିଲାଇଜର୍ ଓ କାମାକ୍ଷାନଗର କଣ୍ଟି ଓକାଟେଣିର ବିଜୟ କୁମାର ସାହୁଙ୍କ ଲାଇସେନ୍ସ ରନ୍ଦ ହୋଇଛି । ଓଡିଶର ସତ୍ୟଜିତ୍ ପତି ଫଟିଲାଇଜର୍‌ରେ ଭୁବନର ସହକାରୀ କୃଷି ଅଧିକାରୀଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା। ସେ ଚଢାଉରେ ସହଯୋଗ କରିବା ବଦଳେ ଓଲଟି ଦୁର୍ବବହାର କରିଥିଲେ। ସଠିକ୍ ଭାବେ ଷ୍ଟକ କେତେ ରହିଛି ଷ୍ଟକ ରେଜିଷ୍ଟର ଅସହଯୋଗ କରିଥିଲେ।
Read More News
T & CPrivacy PolicyContact Us