This browser does not support the video element.
ଅନୁଗୋଳ: ସଦର ଥାନା ଅଞ୍ଚଳରୁ ବ୍ରାଉନ ଶୁଗାର ଜବତ ଜଣେ ଯୁବକ ଗିରଫ ସହ କୋର୍ଟ ଚାଲାଣ
Anugul, Angul | Sep 13, 2025
ଅପରେସନ ପ୍ରହାର ର ବଡ ସଫଳତା। ବ୍ରାଉନ ସୁଗାର ଜବତ ଜଣେ ଗିରଫ ଆଜି କୋର୍ଟ ଫରୱାର୍ଡ । ସୁଚନା ମୁତାବକ ଗତକାଲି ସଦର ଥାନା ଅଞ୍ଚଳରୁ ପୋଲିସ କୌଣସି ପ୍ରକାର ଖବର ପାଇ ଚଢ଼ାଉ କରିଥିଲା ତେବେ ଏ ନେଇ ଗତକାଲି ଅଭିଯୁକ୍ତ କୁ ଅଟକ ରଖିଥିଲା ,ତେବେ ଏ ନେଇ ଆଜି ଅପରାହ୍ନ ତିନି ଘଟିକା ସମୟରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ତେବେ ବ୍ରାଉନ ସୁଗର ଜବତ ଶହ ଗୋଟିଏ ବାଇକ୍ ମଧ୍ୟ ଜବତ କରାଯାଇଛି।