Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାପାଳ ଙ୍କ କାର୍ଯାଳୟ ସ୍ଥିତ କନଫରେନ୍ସ ହଲ ରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Jharsuguda, Jharsuguda | Aug 22, 2025
ଝାରସୁଗୁଡା ଜିଲ୍ଲାପାଳ ଙ୍କ କାର୍ଯାଳୟ ସ୍ଥିତ କନଫରେନ୍ସ ହଲ ରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଆଜି ଶୁକ୍ରବାର ପୂର୍ବାହ୍ନ ୧୧ ଟାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ୱାଣ, ଅତିରିକ୍ତ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଦିବାସୀ ମାନଙ୍କ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଦି କର୍ମ ୟୋଗୀ ଯୋଜନା ବିଷୟରେ ଅବଗତ କରାଯାଇଛନ୍ତି l ଏହି ଯୋଜନାରେ ଓଡିଶା ର ୨୨ ଟି ଜିଲ୍ଲା ସାମିଲ ଥିବା ବେଳେ ସେଥିରେ ଝାରସୁଗୁଡା ଜିଲ୍ଲା ସ୍ଥାନ ପାଇଛି l
Read More News
T & CPrivacy PolicyContact Us