Download Now Banner

This browser does not support the video element.

ଭଟଲି: ଭଟଲୀ ବସ୍ତି ର ସାଇନିଙ୍ଗ ଷ୍ଟାର ତରଫରୁ ପ୍ରଭୁ ଗଣେଷ ଙ୍କ ଭଷାଣୀ ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ, ଯୋଗଦେଲେ ହଜାର ହଜାର ଭକ୍ତ

Bhatli, Bargarh (Baragarh) | Sep 6, 2025
ଭଟଲୀ ବ୍ଲକ ଅନ୍ତର୍ଗତ ଭଟଲୀ ବସ୍ତି ର ସାଇନିଙ୍ଗ ଷ୍ଟାର୍ ତରଫରୁ ପ୍ରଭୁ ଗଣେଷ ଙ୍କ ଭସାଣିଯାତ୍ରା ମହାଆଡମ୍ବରରେ ଆଜି 7 P M ରୁ ଆରମ୍ଭ ହୋଇଥିଲା । ଆଜିର ଏହି ବିସର୍ଜନ ଭସାଣୀଯାତ୍ରା ରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା
Read More News
T & CPrivacy PolicyContact Us