Download Now Banner

This browser does not support the video element.

ବୌଦ୍ଧ ସଦର: ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Baudh Sadar, Boudh (Bauda) | Jun 11, 2025
ବୁଧବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା କାଲି କଚେରୀ ପଡିଆ ଠାରେ ଆରମ୍ଭ ହେବାକୁ ଥିବା ବିକାଶ ମେଳା, ପାରମ୍ପରିକ ଖାଦ୍ୟ ମେଳା ଓ ପଲ୍ଲିଶ୍ରୀ ମେଳା ପାଇଁ ସାରିଥିବା ବେଳେ ଦାୟିତ୍ବରେ ଥିବା ଅଧିକାରୀ ମାନେ ନିଜ ନିଜ ଦାୟିତ୍ବ କେତେ ସମ୍ପାଦନ କରିଛନ୍ତି ତାର ସମୀକ୍ଷା ଜିଲ୍ଲାପାଳ କରିଥିଲେ
Read More News
T & CPrivacy PolicyContact Us