Download Now Banner

This browser does not support the video element.

ନୟାଗଡ: ଭାପୁର ବଜାର ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ନିଶାଗ୍ରସ୍ତ ଯୁବକଙ୍କ ବାଇକ୍ ଧକ୍କାରେ ଦୁଇ ବ୍ୟକ୍ତି ଗୁରୁତର ଭାବେ ଆହତ ସୂଚନା

Nayagarh, Nayagarh | Aug 22, 2025
ଭାପୁର ବଜାର ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ନିଶାଗ୍ରସ୍ତ ଯୁବକଙ୍କ ବାଇକ୍ ଧକ୍କାରେ ଦୁଇ ବ୍ୟକ୍ତି ଗୁରୁତର ଭାବେ ଆହତ ସୂଚନା। ସୂଚନା ମୁତାବକ ଆଜି ରାତି ଆଠ ଘଟିକା ସମୟରେ ଫତେଗଡ ଥାନା ଅନ୍ତର୍ଗତ ଭାପୁର ବଜାର ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ନିଶାଗ୍ରସ୍ତ ଯୁବକଙ୍କ ବାଇକ୍ ଧକ୍କାରେ ଦୁଇ ବ୍ୟକ୍ତି ଗୁରୁତର ଆହତ ହେଇଥିବା ସୂଚନା ମିଳିଛି ଦୁଇ ଗୁରୂତର ଆହତ ବ୍ୟକ୍ତି ଙ୍କୁ ଭାପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ନିଶାଗ୍ରସ୍ତ ବାଇକ୍ ଚାଳକ ବାଇକ ଛାଡି ଫେରାର। ଭାପୁର ବିଟ୍ ହାଉସ ଅଧିକାରୀ ଶୁଶାନ୍ତ କୁମାର ବେହେରା ଘଟ
Read More News
T & CPrivacy PolicyContact Us