Install App
shantanupanda7
This browser does not support the video element.
ବଡସାହି: ୮୧ତମ ଦୁର୍ଗାପୂଜା ପାଇଁ ତାଳପଦା ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଯୋଗଦେଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି
Barsahi, Mayurbhanj | Sep 9, 2025
ବଡସାହି ନିର୍ବାଚନ ମଣ୍ଡଳୀର ସର୍ବପୁରାତନ ତାଳପଦା ଦୁର୍ଗାପୂଜା କମିଟି ପକ୍ଷରୁ ପାଳନ ହେବାକୁ ଥିବା ୮୧ତମ ଶାରଦୀୟ ଦୁର୍ଗାପୂଜା ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ମଙ୍ଗଳବାର ଅପରାହ୍ନ ପାଞ୍ଚଟାରେ ଯୋଗଦେଲେ ମାନ୍ୟବର ଲୋକପ୍ରିୟ ସନାତନ ବିଜୁଳି l ଏଥିରେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି ଯୋଗ ଦେଇ ମୂଲ୍ୟବାନ ପରାମର୍ଶ ଦେବା ସହିତ ସମସ୍ତ ସାହାର୍ଯ୍ଯ ଓ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!