Download Now Banner

This browser does not support the video element.

ଲାଞ୍ଜିଗଡ: ଜୟପାଟଣା କୁଣ୍ଡିଗୁଡା ଠାରେ ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର

Lanjigarh, Kalahandi | Sep 9, 2025
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଛୁଲା ପଞ୍ଚାୟତ କୁଣ୍ଡିଗୁଡା ଗ୍ରାମର ବୃଦ୍ଧ ଉଦେ ମାଝୀ ମଙ୍ଗଳବାର ଭୋର ସମୟରେ ଶୌଚ ହେବାପରେ ଗାଁ ନିକଟସ୍ଥ ନିଜ ଚାଷଜମିକୁ ଯାଉଥିବା ବେଳେ ଗାଁ ନିକଟରେ ଥିବା ଜଙ୍ଗଲ ରୁ ଖାଦ୍ୟ ଅନ୍ୱେଷଣ ରେ ଆସିଥିବା ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ଭାଲୁ ବୃଦ୍ଧ ଙ୍କ ମୁଣ୍ଡ ଓ ପିଠି କୁ କ୍ଷତାକ୍ତ ଆକ୍ରମଣ କରି ସେଠାରୁ ଚାଲି ଯାଇଥିବା ବେଳେ, ଗୁରୁତର ବୃଦ୍ଧ ଙ୍କୁ ପରିବାର ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବୃଦ୍ଧ ଙ୍କ ଅବସ୍ଥା ଜଟିଳ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
Read More News
T & CPrivacy PolicyContact Us