Download Now Banner

This browser does not support the video element.

ଯାଜପୁର: ବଡ଼ଚଣା ଥାନା ଅଧିକାରିଣୀକୁ ଅନେତ୍ର ବଦଳୀ ପ୍ରତିବାଦରେ ସ୍ଥାନୀୟ ଲୋକ ଓ ବଜରଙ୍ଗ ଦଳ ପକ୍ଷରୁ ବଡ଼ଚଣା ଥାନା ଆଗରେ ପ୍ରତିବାଦ ଓ ଧାରଣା

Jajapur, Jajpur | Sep 8, 2025
ବଡ଼ଚଣା ଥାନା ଅଧିକାରିଣୀକୁ ଅନେତ୍ର ବଦଳୀ ପ୍ରତିବାଦରେ ସ୍ଥାନୀୟ ଲୋକ ଓ ବଜରଙ୍ଗ ଦଳ ପକ୍ଷରୁ ବଡ଼ଚଣା ଥାନା ଆଗରେ ପ୍ରତିବାଦ ଓ ଧାରଣା ଦିଆଯାଇଛି l ଗତକାଲି ଜିଲ୍ଲା ପୋଲିସ ପକ୍ଷରୁ ବଡ଼ଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରାଙ୍କ ଅନେତ୍ର ପୋଲିସ ମୁଖ୍ୟାଳୟକୁ ବଦଳୀ କରାଯାଇଛି l ଏହି ଖବର ମିଳିବା ପରେ ସମଗ୍ର ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି l ତେବେ ଶ୍ରୀମତୀ ବେହେରାଙ୍କ ବଦଳୀକୁ କ୍ୟାନସେଲ ପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି l
Read More News
T & CPrivacy PolicyContact Us