Download Now Banner

This browser does not support the video element.

ଚମ୍ପୁଆ: ପୌର ପାଳିକା ସୌଜନ୍ୟରେ ଯୋଡା ସହରରେ ସ୍ୱଚ୍ଛ ଉତ୍ସବ ଅନୁଷ୍ଠିତ

Champua, Kendujhar | Sep 26, 2025
ଆଜି ଯୋଡା ପୌରପାଳିକା ସୌଜନ୍ୟରେ ସ୍ୱଚ୍ଛ ଉତ୍ସବ ଆୟୋଜନ କରା ଯାଇଥିଲା। ଏହି ଅବସରରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ଆଜି ଏକ ୱାର୍କ ଏ ଥନ୍ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟରୁ ଏକ ବିରାଟ ରାଲି ବାହାରି ସହର ପରିକ୍ରମା କରିଥିବା ବେଳେ ଏଥିରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ପୱନ୍ ସିଂ ରାଣା, ଯୋଡା ନଗରପାଳ ସମେତ ଶତାଧିକ ଲୋକ ଅଂଶ ଗ୍ରହଣ କରିଥିଲେ।
Read More News
T & CPrivacy PolicyContact Us