Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେପି କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର

Bhubaneswar M Corp, Khordha | Jun 23, 2025
ନବୀନ ବାବୁଙ୍କ ଆଶୁ ଆରୋଗ୍ୟ କାମନା କଲେ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର | ନବୀନ ବାବୁ ସୁସ୍ଥ ହୋଇ ଫେରନ୍ତୁ । ନବୀନ ବାବୁଙ୍କୁ ଲୋକମାନେ ଭଲ ପାଉଛନ୍ତି, ଏହା ନିରାଟ ସତ୍ୟ କଥା । ପ୍ରଭୁ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ କରନ୍ତୁ । ତାଙ୍କ ସର୍ଜରୀ ଭଲ ଭାବେ ହୋଇଛି, ଭଲ ହୋଇ ଜଲଦି ଫେରନ୍ତୁ ଏବଂ ବିରୋଧୀ ଦଳ ନେତା ଦାୟିତ୍ୱ ନିର୍ବାହ କରନ୍ତୁ । ପ୍ରଭୂ ଜଗନ୍ନାଥଙ୍କ ପାଖରେ ମୁଁ କାମନା କରୁଛି ଏବଂ ସମଗ୍ର ଓଡିଶାବାସୀ ମଧ୍ୟ କାମନା କରୁଛନ୍ତି । ଆଜି ବି ଲୋକମାନେ ତାଙ୍କୁ ଭଲ ପାଉଛନ୍ତି । ଗଣତନ୍ତ୍ରରେ ଲୋକପ୍ରିୟତା, ନିର୍ବାଚନ ସମୟରେ ନେଇଥିବା ନିଷ୍ପତି ଉପରେ ନିର୍ଭର କରେ ।
Read More News
T & CPrivacy PolicyContact Us