This browser does not support the video element.
କେନ୍ଦୁଝର ସହର: ଆନନ୍ଦପୁର ଲେଖକ ସମବାୟ ସମିତିର ତ୍ରୟୋଦଶତମ ସ୍ୱନକ୍ଷତ୍ର ଦିବସ ପାଳିତ
Kendujhar Town, Kendujhar | Sep 9, 2025
ଆନନ୍ଦପୁର ଲେଖକ ସମବାୟ ସମିତିର ତ୍ରୟୋଦଶତମ ସ୍ୱନକ୍ଷତ୍ର ନିସ୍ତବ ୯ ତାରିଖ ମଙ୍ଗଳବାର ଦିନ ପାନନ୍ଦଭବନ ଠାରେ ଅନୁଷ୍ଠିତ ହେଇଯାଇଛି । ସମିତିର ସମ୍ପାଦକ କବି ରତ୍ନକର ଦାସ ସଂଯୋଜନାରେ ଆୟୋଜିତ ସ୍ୱନକ୍ଷତ୍ର ଉତ୍ସବରେ ଲେଖକ ସମବାୟ ସମିତିତ ସଭାପତି ତଥା ଆନନ୍ଦପୁର ଉପ-ଜିଲ୍ଲାପାଳ ନିଜମର୍ଥକ ସୁନା ଯୋଗଦେଇ କେକ କାଟି ରହାଚନ କରିଥିଲେ । ଓଡ଼ିଆ ଭାବେ ଶିଶୁ ସତ୍ୟିକ ଓ ରାମଚନ୍ଦ୍ର ନାୟକ, ଆନନ୍ଦପୁର ମହାବିଦ୍ୟାଳୟର ପ୍ରସ୍ତନ ଅଧ୍ୟକ୍ଷ ତମକାର ନୟକ ପ୍ରମୁଖ ଯୋଗ ଦେଇଥିଲେ