Download Now Banner

This browser does not support the video element.

ଅନୁଗୋଳ: ସୁସୁଡା ଗ୍ରାମରେ ସରକାରୀ ଜମି ଜବରଦଖଲ କରିଥିବା ନେଇ ଜିଲାପାଳଙ୍କୁ ଅଭିଯୋଗ କରି ପ୍ରତିକ୍ରିୟା ରଖିଲେ ସ୍ନେହଲତା ନାଏକ

Anugul, Angul | Aug 25, 2025
ଜିଲ୍ଲାରେ ଦିନକୁ ଦିନ ସରକାରୀ ଜମି ଜବରଦଖଲ ହେଉଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉ ନଥିବାରୁ ଲୋକ ମାନେ ମନଇଛା ଜମି ଜବର ଦଖଲ କରୁଛନ୍ତି। ଏମିତି ଏକ ଅଭିଯୋଗ କରିଛନ୍ତି ଅନୁଗୋଳ ବ୍ଲକ ସୁସୁଡା ଗ୍ରମ ପଞ୍ଚାୟତ ଲୋକମାନେ। ସେମାନଙ୍କ କହିବା ଅନୁଯାୟୀ ତାଙ୍କ ଗ୍ରାମରେ ଥିବା ସରକାରୀ ଜମିକୁ ପୁରୁଣାଗଡ ଗ୍ରାମର ଚତୁର୍ଭୁଜ ନାଏକଙ୍କ ସ୍ତ୍ରୀ ପଙ୍କଜିନୀ ନାଏକ ବେଆଇନ୍ ଜବର ଦଖଲ କରିଛନ୍ତି । ତେଣୁ ମହିଳା ଜଣଙ୍କ ପୁରୁଣାଗଡରୁ ଆସି ଆମ ସୁସୁଡା ଗ୍ରାମର ସରକାରୀ ଖାତାନଂ.୩୯୩ ପ୍ଲଟ ନଂ. ୨୭୮ ଏରିଆ : ଏ୦. ୧୮ ଡିସିମିଲ୍ ଜମିକୁ ଜବର ଦଖଲ କରିଛନ୍ତି । ସେଥିରୁ
Read More News
T & CPrivacy PolicyContact Us