Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମୋବାଇଲ କିଣି ଫସିଗଲେ ଵେଦେଶୀ ଡାକ୍ତରୀ ଛାତ୍ର, ଠକେଇ ର ଶିକାର ନେଇ ଭିଏସଏସ ନଗର ସାଇବର ଥାନାରେ କଲେ ଅଭିଯୋଗ
Bhubaneswar M Corp, Khordha | Aug 21, 2025
ମୋବାଇଲ କିଣି ଫସିଗଲେ ଵେଦେଶୀ ଡାକ୍ତରୀ ଛାତ୍ର, ଠକେଇ ର ଶିକାର ନେଇ ଭିଏସଏସ ନଗର ସାଇବର ଥାନାରେ କଲେ ଅଭିଯୋଗ | ମୋବାଇଲ କିଣି ଫସିଗଲେ ଵେଦେଶୀ ଡାକ୍ତରୀ ଛାତ୍ର | ଠକେଇ ର ଶିକାର ହୋଇଥିବା ଛାତ୍ର ହେଲେ ସାଉଥ ସୁଦାନ ର ୱାଲିୟମ ୱାହିସା | ଭୁବନେଶ୍ୱର ଏକ ପ୍ରତିଷ୍ଠିତ ମେଡିକାଲ କଲେଜ ରେ ପ୍ରଥମ ବର୍ଷ ଛାତ୍ର ହେଉଛନ୍ତି ୱାଲିୟମ ୱାହିସା | ଅନଲାଇନ ରେ ମୋବାଇଲ କିଣିବା ପଡିଲା ମହଙ୍ଗା | ସାଇବର ଠକ ଫୋନ କରି ଆଗୁଆ ଟଙ୍କା ମାଗିଲା | ବିଭିନ୍ନ ତରିକା ରେ 23 ହଜାର ଟଙ୍କା ନେଇଗଲେ ସାଇବର ଠକ |
Share
Read More News
T & C
Privacy Policy
Contact Us
Your browser does not support JavaScript!