This browser does not support the video element.
ବୌଦ୍ଧ ସଦର: ବୌଦ୍ଧ ବ୍ଲକର ବିଭିନ୍ନ ସାର ହୋଲସେଲ୍ ପଏଣ୍ଟ ଓ ସମବାୟ ସମିତି ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ
Baudh Sadar, Boudh (Bauda) | Aug 30, 2025
ଶନିବାର ବୌଦ୍ଧ ବ୍ଲକର ବିଭିନ୍ନ ସାର ହୋଲସେଲ ପଏଣ୍ଟ୍ ଓ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକ ପରିଦର୍ଶନ କରିଛନ୍ତି ପ୍ରଶାସନିକ ଅଧିକାରୀ ଟିମ l ଉପ ଜିଲ୍ଲାପାଳ ବିନୟ କୁମାର ଭୋଇଙ୍କ ନେତୃତ୍ବରେ ଯାଇଥିବା ଟିମ ବୌଦ୍ଧ ବ୍ଲକ ବାଉଁଶୁଣୀ ଠାରେ ଥିବା ରାସାୟନିକ ସାର ଅଧିକୃତ ବିକ୍ରେତା ଭରତ କୁମାର ମେହେରଙ୍କ କାର୍ଯ୍ୟାଳୟ ଓ ଗୋଦାମ ଗୃହ ଓ ବାଉଁଶୁଣୀ ଏବଂ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଓ ଗୋଦାମ ପରିଦର୍ଶନ କରି ସାର ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଥିଲେ |