Download Now Banner

This browser does not support the video element.

ଝାରସୁଗୁଡା: ବେଲପାହାଡ ପୌରପରିଷଦ ରେ ଦୁର୍ନୀତି କୁ ନେଇ ବେଲପାହାଡ ଯୁବା କ୍ଳବ ପକ୍ଷରୁ ଆଜି ଗାନ୍ଧୀ ସ୍ମୃତି ସଦନ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Jharsuguda, Jharsuguda | Aug 24, 2025
ବେଲପାହାଡ ପୌରପରିଷଦ ରେ ଦୁର୍ନୀତି କୁ ନେଇ ବେଲପାହାଡ ଯୁବା କ୍ଳବ ପକ୍ଷରୁ ଆଜି ଗାନ୍ଧୀ ସ୍ମୃତି ସଦନ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଆଜି ରବିବାର ଅପରାହ୍ନ ୫ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ଦ୍ୱାରା ବେଲପାହାଡ ପୌର ପରିଷଦ ରେ କରା ଯାଇଥିବା ଦୁର୍ନୀତିରେ ସମ୍ପୃକ୍ତ ସମସ୍ତ ଦୋଷୀ ଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି l
Read More News
T & CPrivacy PolicyContact Us