This browser does not support the video element.
କଣ୍ଟାବାଞ୍ଜି: ସାଙ୍ଗ କୁ ହତ୍ୟା କରି ଜେଲ ଗଲା ଅଭିଯୁକ୍ତ
Kantabanji, Balangir | Aug 26, 2025
ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମୁଡକାନୀ ଗାଁ ରେ ସାଙ୍ଗ କୁ ହତ୍ୟା କରିଥିବା ଅଭିଯୋଗରେ ତୁରେକେଲା ପୋଲିସ ଶ୍ରୀଧର ଶବର ନାମକ ଜଣେ ଯୁବକ ଙ୍କୁ ଗିରଫ କରି ଜେଲ ପଠାଇଛି ତୁରେକେଲା ପୋଲିସ