This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ତେନ୍ତୁଳୀଖୁଣ୍ଟି ନୋଡାଲ ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଡାକ୍ତରୀ ଛାତ୍ର ଧବଳେଶ୍ୱରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ
Nabarangapur PS, Nabarangpur | Aug 25, 2025
ତେନ୍ତୁଳୀଖୁଣ୍ଟି ନୋଡାଲ ବାପୁଜୀ ଉଚ୍ଚ ବିଦ୍ୟାଳୟ ରେ ଡାକ୍ତରୀ ଛାତ୍ର ଧବଳେଶ୍ୱର ଙ୍କୁ ସମ୍ବର୍ଦ୍ଧନା ସ୍ଥାନୀୟ ତେନ୍ତୁଳିଖୁଣ୍ଟି ନୋଡାଲ ବାପୁଜୀ ଉଚ୍ଚ ବିଦ୍ୟାଳୟ ପରିସରରେ ଡାକ୍ତରୀ ଛାତ୍ର ଧବଳେଶ୍ୱର ପୂଜାରୀ(ସିପୁନ) ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସମ୍ବର୍ଦ୍ଧନା ସମାରୋହ ରେ ବିଡିଓ ମନୋଜ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସିପୁନ ଙ୍କ ସଂଘର୍ଷମୟ ଜୀବନ ଓ ପରବର୍ତୀ ମୁହୂର୍ତରେ ନିଟରେ ସଫଳତା ଅନ୍ୟ ଛାତ୍ରଛାତ୍ରୀ ଙ୍କୁ ପ୍ରେରଣା ଯୋଗାଇବ ବୋଲି କହି ଉତ୍ସାହିତ କରିଥିଲେ।