This browser does not support the video element.
ବୌଦ୍ଧ ସଦର: ଚାରିଛକ ଠାରେ ହରଭଙ୍ଗା ବ୍ଲକ ସ୍ତରୀୟ ଡ୍ରାଇଭର ଦିବସ ପାଳିତ
Baudh Sadar, Boudh (Bauda) | Sep 1, 2025
ସୋମବାର ଦିନ ଚାରିଛକ ଠାରେ ହରଭଙ୍ଗା ବ୍ଲକ ସ୍ତରୀୟ ଡ୍ରାଇଭର ଦିବସ ପାଳିତ ହୋଇ ଯାଇଛି l ହରଭଙ୍ଗା ବ୍ଲକ ଡ୍ରାଇଭର ମହାସଂଘର ସଭାପତି ବିଜୟ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଇଂ ବିକାଶ ମହାକୁଳ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଡ୍ରାଇଭର ମହାସଂଘର ସଭାପତି ବିପିନ୍ ବ୍ରମ୍ହ, ସମ୍ପାଦକ ସୁଜିତ କୁମାର ସ୍ୱାଇଁ, ଉପଦେଷ୍ଟା ବିନୋଦ ଲୌଋଆ ଓ ଅନ୍ୟ ମାନେ ମଞ୍ଚାସୀନ ଥିଲେ l