Download Now Banner

This browser does not support the video element.

ଆସିକା: ମହାସପ୍ତମୀ ରେ ସୁନାବେଶ ରେ ଦର୍ଶନ ଦେଲେ ମା ଖମ୍ବେଶ୍ବରୀ,ପୀଠ ରେ ବହୁ ଶ୍ରଦ୍ଧାଳୁ ଙ୍କ ସମାଗମ

Asika, Ganjam | Sep 28, 2025
ପାର୍ବଣ କୁ ନେଇ ଏବେ ରାଜ୍ୟର ସମସ୍ତ ଶକ୍ତି ପୀଠ ଚଳାଚଞ୍ଚଳ ହୋଇଉଠିଛି l ବିଶେଷକରି ନବଦୀନାତ୍ମକ ପୂଜା ପାଇଁ ସବୁଠି ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେଉଛି l ଆଦିଶକ୍ତି ମା ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି l ସେହିଭଳି ଗଞ୍ଜାମ ଜିଲ୍ଲା ଆସିକା ର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ବରୀ ଙ୍କ ପୀଠରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି l
Read More News
T & CPrivacy PolicyContact Us