This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ପୂଜାରୀଗୁଡା ରେ ଗଣେଷ ଭଷାଣି ରେ ଯୋଗଦେଈ ନାଚିଲେ ବିଧାୟକ
Nabarangapur PS, Nabarangpur | Sep 11, 2025
ପୂଜାରୀଗୁଡା ରେ ଗଣେଷ ଭଷାଣି ରେ ଯୋଗଦେଈ ନାଚିଲେ ବିଧାୟକ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଆଜି କୋଷାଗୁମୁଡା ବ୍ଲକ ବଡ଼ ଆମ୍ବଡା ପଞ୍ଚାୟତ ର ପୂଜାରୀଗୁଡା ଗସ୍ତ କରିଥିଲେ, ବିଧାୟକ ଙ୍କୁ ଗ୍ରାମବାସୀ ଭବ୍ୟ ସ୍ବାଗତ ଜଣେଇଥିଲେ, ଏବଂ ଗ୍ରାମବାସୀ ଙ୍କ ଦ୍ୱାରା ଆୟୋଜିତ ଗଣେଷ ପୂଜା ର ଭଷାଣି କାର୍ଯ୍ୟକ୍ରମ ରେ ବାଜା ର ତାଳେ ତାଳେ ଗ୍ରାମବାସୀଙ୍କ ସହ ମିଶି ନାଚିଥିଲେ ବିଧାୟକ, ଏହି ଅବସର ରେ ଏକ ସଭା କାର୍ଯ୍ୟ ର ମଧ୍ୟ ଆୟୋଜନ କରାଯାଇଥିଲା, ବିଧାୟକ ଙ୍କ ସହ ଜିଲ୍ଲା ସଭାପତିଶ୍ରୀ କୁଞ୍ଜ ବିହାରି ଦାଶ ମଧ୍ୟ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ