Download Now Banner

This browser does not support the video element.

ବାଣପୁର: ବାଣପୁର ଓଭର ବ୍ରିଜ ନିକଟରେ ୩ ଟି ବସ ର ସିରିଜ ଦୁର୍ଘଟଣା, ବାଇକ ଆରୋହୀ ମୃତ, ୫ ଆହତ, ମେଡିକାଲ ରେ ଭର୍ତ୍ତି,

Banapur, Khordha | Sep 27, 2025
ଆଜି ଦିନ ୧୦ ଟା ସମୟରେ ହୋଇଛି ଏଭଳି ସିରିଜ ଦୁର୍ଘଟଣା, ଦୁର୍ଘଟଣା ରେ ଜଣେ ବାଇକ ଆରୋହୀ ଙ୍କର ମୃତ୍ୟୁ ହୋଇଛି, ୫ ଜଣ ଆହତ ହୋଇଛନ୍ତି,,
Read More News
T & CPrivacy PolicyContact Us