Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଲାଂଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ପରେ କୋର୍ଟ ଚାଲାଣ ହେଲେ ୨୦୧୯ ବ୍ଯାଚ ଓଏଏସ ଟପ୍ପର ତଥା ବାମରା ତହସିଲଦାର ଅଶ୍ବିନୀ ପଣ୍ଡା

Sambalpur M, Sambalpur | Sep 12, 2025
ଲାଂଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ୨୦୧୯ ବ୍ଯାଚ ଓଏଏସ ଟପ୍ପର ତଥା ବାମରା ତହସିଲଦାର ଅଶ୍ବିନୀ ପଣ୍ଡା | ତାଙ୍କ ସହ ତାଙ୍କ ଡ୍ରାଇଭର ପ୍ରବୀନ କୁମାର ମଧ୍ଯ ଗିରଫ ହୋଇଥିବା ଭିଜିଲାନ୍ସ ସମ୍ବଲପୁର ଏସପି ପ୍ରଦ୍ଯୁମ୍ନ କୁମାର ଦ୍ବିବେଦୀ ସୂଚନା ଦେଇଛନ୍ତି | ଗତ ଜୁଲାଇ ମାସରେ ଅଶ୍ୱିନୀ ପଣ୍ଡା କାର୍ଯ୍ଯରେ ଯୋଗ ଦେଇଥିବାବେଳେ ସେ ବାମରା ଆଇବିରେ ରହୁଥିଲେ | ଭିଜିଲାନ୍ସ ତାଙ୍କର ଅଫିସ, ଘରେ ଚଢାଉ ଜାରି ରହିଥିବା ନେଇ ସମ୍ବଲପୁର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି l ସେପଟେ ଆଜି ଅଶ୍ୱିନୀ ପଣ୍ଡାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି l
Read More News
T & CPrivacy PolicyContact Us