Install App
belpahar_update
This browser does not support the video element.
ଝାରସୁଗୁଡା: ଝାରସୁଗୁଡ଼ା ବିମାନ ବନ୍ଦରରେ ସାନଖେମୁଣ୍ଡି ବିଧାୟକ ତଥା ପିସିସି ଉପସଭାପତି ରମେଶ ଚନ୍ଦ୍ର ଜେନା ଙ୍କୁ ସାକ୍ଷାତ କଲେ ବେଲପାହାଡ ନଗରପାଳ
Jharsuguda, Jharsuguda | Sep 2, 2025
ଝାରସୁଗୁଡ଼ା ବିମାନ ବନ୍ଦରରେ ସାନଖେମୁଣ୍ଡି ବିଧାୟକ ତଥା ପିସିସି ଉପସଭାପତି ରମେଶ ଚନ୍ଦ୍ର ଜେନା ଙ୍କୁ ସାକ୍ଷାତ କଲେ ବେଲପାହାଡ ନଗରପାଳ l ଆଜି ମଙ୍ଗଳବାର ୬ :୩୦ ରେ ବେଲପାହାଡ ନଗରପାଳ ନିମାଇଁ ଚରଣ ପଣ୍ଡାଙ୍କ ସହ କଂଗ୍ରେସ କର୍ମି ମାନେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସାନଖେମୁଣ୍ଡି ବିଧାୟକ ତଥା ପିସିସି ଉପସଭାପତି ରମେଶ ଚନ୍ଦ୍ର ଜେନା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!