Download Now Banner

This browser does not support the video element.

ବାଙ୍ଗିରିପୋଷି: କୁସୁମବନ୍ଦ ଠାରେ ପାନୀୟ ଜଳ ପ୍ରକଳ୍ପ ଶୁଭ ଉଦ୍ଘାଟନ କଲେ ବିଧାୟିକା

Bangiriposi, Mayurbhanj | Jul 15, 2025
ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର କୁସୁମବନ୍ଦ ଠାରେ  ଜନ ସାଧାରଣ ଙ୍କ ବହୁ ଦିନର  ପାନୀୟ ଜଳ ସମସ୍ୟା  ଲାଗି ରହିଥିଲା।ତେବେ ଦୀର୍ଘ ଦିନର ଦାବି ଆଜି ପୂରଣ ହେଇଛି।।ଆଜି ଦିବା 2 ଘଟିକା ସମୟରେ କୁସୁମବନ୍ଦ ଠାରେ ଏକ ପାନୀୟ ଜଳ ପ୍ରକଳ୍ପ ଶୁଭ ଉଦ୍ଘାଟନ କରିଛନ୍ତି ବାଙ୍ଗିରିପୋଷି  ବିଧାୟିକା ସୁଶ୍ରୀ    ସଞ୍ଜଲି ମୁର୍ମୁ।ଫଳରେ ଲୋକଙ୍କ ପାନୀୟ ଜଳ ସମସ୍ୟା ଆଉ ରହିବ ନାହିଁ।
Read More News
T & CPrivacy PolicyContact Us