This browser does not support the video element.
ଝାରସୁଗୁଡା: ବେଲପାହାଡ ରୁ ୧ କେଜି ୩୩୫ ଗ୍ରାମ ଗଂଜେଇ ପୋଲିସ ଜବତ କରିଛି ବେଲପାହାଡ ପୋଲିସ
Jharsuguda, Jharsuguda | Sep 6, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ ରୁ ୧ କେଜି ୩୩୫ ଗ୍ରାମ ଗଂଜେଇ ପୋଲିସ ଜବତ କରିଛି ବେଲପାହାଡ ପୋଲିସ l ଏହାସହ ଏହି ଘଟଣାରେ ସମ୍ପୃକ୍ତି ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆଜି ଶନିବାର ସନ୍ଧ୍ୟା ୬ ଟା ୩୦ ରେ ସୂଚନା ଦେଇଛି ବେଲପାହାଡ ପୋଲିସ l ଗିରଫ ଅଭିଯୁକ୍ତ ଜଣକ ବେଲପାହାଡ ର ହିମାଂଶୁ ଶେଖର ଜେନା ଓରଫ ବୁଲୁ ହୋଇଥିବାବେଳେ ତାଙ୍କ ନିକଟରୁ ୧୩ ହଜାର ଟଙ୍କା ଜବତ କରିଛି ପୋଲିସ l