Download Now Banner

This browser does not support the video element.

ବଡଚଣା: ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ ସି.ଇ.ଡି. ଡିଭିଜନ କଟକ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ଛତିଆ ପି.ପି ମଣ୍ଡପରେ ଅନୁଷ୍ଠିତ

Badachana, Jajpur | Aug 28, 2025
ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ ସି.ଇ.ଡି. ଡିଭିଜନ କଟକ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ଛତିଆ ପି.ପି ମଣ୍ଡପରେ ଅନୁଷ୍ଠିତ ହେଇଯାଇଛି।ବିଦ୍ୟୁତ ମଜଦୂର ମହାସଂଘର ସଭାପତିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟୁତ କର୍ମଚାରୀ ଙ୍କ ପାଇଁ ଆରମ୍ଭ କରୁଥୁବା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ l
Read More News
T & CPrivacy PolicyContact Us