This browser does not support the video element.
କଣ୍ଟାବାଞ୍ଜି: ଧାମନଡଙ୍ଗା ଗାଁ ଠାରେ ସଡ଼କ ଦୁର୍ଘଟଣା
Kantabanji, Balangir | Oct 5, 2025
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧାମନଡଙ୍ଗା ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ବାଇକ ଚଳାକ ଗୁରୁତର ଅବସ୍ଥା ରେ ଡାକ୍ତରଖାନା ରେ ଭର୍ତ୍ତି।