Download Now Banner

This browser does not support the video element.

ନୂଆପଡା: ଖଡ଼ିଆଳ ଠାରେ ଡିଏଫଓଙ୍କୁ ଅସ୍ଥାୟୀ ବନକର୍ମଚାରୀ ସଂଘ ପକ୍ଷରୁ ୮ ଦଫା ଦାବି ପତ୍ର ପ୍ରଦାନ

Nuapada, Nuapada | Aug 22, 2025
୮ ଦଫା ଦାବି ପୂରଣ ନେଇ ଅସ୍ଥାୟୀ ବନ କର୍ମଚରି ସଂଘ ଖଡ଼ିଆଳ ପକ୍ଷରୁ ଆଜି ଖଡ଼ିଆଳ ବନ ଖଣ୍ଡଅଧିକରୀ ଅଜିଜ ଖାନଙ୍କୁ ଆଜି ୨ ଟାରେ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ସମ୍ପାଦକ ସାଗର ଠେଲାଙ୍କ ନେତୃତ୍ୱରେ ଜିଲାରେ କାର୍ଯ୍ୟରତ ସମସ୍ତ ବନ କର୍ମଚାରୀ ସାମିଲ ଥିଲେ। ବିଭିନ୍ନ ସମସ୍ୟା ସମ୍ପର୍କରେ ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି ଜିଲାରେ କାର୍ଯ୍ୟରତ ବନ୍ୟଜନ୍ତୁ ସ୍କ୍ୱାର୍ଡ ମାନଙ୍କ ବକେୟା ୪ ମାସର ଦରମା ତୁରନ୍ତ ପ୍ରଦାନ କରିବା ସହ ସମସ୍ତଙ୍କୁ ସମାନ ୟୁନିଫର୍ମ ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା।
Read More News
T & CPrivacy PolicyContact Us