Install App
rabindra.mishra744
This browser does not support the video element.
ଲାଞ୍ଜିଗଡ: ଦାଦନ ଏବେ ରାଜ୍ୟ ବାହାରେ ପରିବାର ସହ ନୁଆଁ ଖାଇବା ନେଇ ସନ୍ଦେହ ଜୟପାଟଣା ପଣ୍ଡି ଠାରେ ଦାଦନ ପରିବାରର ପ୍ରତିକ୍ରିୟା # jansamasya
Lanjigarh, Kalahandi | Aug 25, 2025
ଦୁଇ ଦିନ ପରେ ପଶ୍ଚିମ ଓଡିଶାର ଗଣ ପର୍ବ ନୁଆଁଖାଇ । ଏହି କୃଷି ଭିତିଳ ପର୍ବ ପାଇଁ ସମଗ୍ର ପଶ୍ଚିମ ଓଡିଶା ଚଳ ଚଂଚଳ . ଅନେକ ଲୋକ ଏବେ ଘର ମୁହାଁ . କିନ୍ତୁ ଏବେ ମଧ୍ୟ ନିଜ ନିଜ ଭିଟା ମାଟି ଛାଡି ବାହାରେ ଦାଦନ ଖଟୁଥିବା ଯୁବଳ ଘରକୁ ଫେରିବାର ଇଛା ଥିଲେ ମଧ୍ୟ ଅଗ୍ରିମ ନେଇଥିବା ଟଙ୍କା ପରିଶୋଧ କରିନଥିବାରୁ ଘରକୁ ଛାଡ଼ୁ ନାହିଁ ମାଲିକ . ଯାହ ଯାହାକୁ ନେଇ ସୋମବାର ଅପରାହ୍ନରେ ଜୟପାଟଣା ପଣ୍ଡି ଠାରେ ପ୍ରତିକ୍ରିୟା ରଖିଛନ୍ତି ଦାଦନ ଶ୍ରମିକର ପରିବାର ଲୋକ।
Share
Read More News
T & C
Privacy Policy
Contact Us
Your browser does not support JavaScript!